ଭୁବନେଶ୍ୱର : ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡାଇ, ବିଷମକଟକ ଜଗନ୍ନାଥ ସାରକା, ଗୁଣପୁର ରଘୁନାଥ ଗମାଙ୍ଗ, ରାୟଗଡା ଅନସୂୟା ମାଝୀ, ବରଗଡ ଦେବେଶ ଆଚାର୍ଯ୍ୟ, ବିଜେପୁର ରିତା ସାହୁ, ଅତାବିରା ସ୍ନେହାଙ୍ଗିନୀ ଛୁରିଆ, ଭଟଲି ସୁଶାନ୍ତ ସିଂହ, ଜଳେଶ୍ୱର ଅଶ୍ୱିନୀ ପାତ୍ର, ବସ୍ତା ସୁବାସିନୀ ଜେନା, ଭଣ୍ଡାରିପୋଖରୀରୁ ସଞ୍ଜୀବ ମଲ୍ଲିକ, ଭଦ୍ରକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଷ୍ଣୁବ୍ରତ ରାଉତରାୟ, ଧାମନଗର ସଞ୍ଜୟ ଦାସ, ଚାନ୍ଦବାଲି ବ୍ୟୋମକେଶ ରାୟ, ବିଂଝାରପୁର ପ୍ରମିଳା ମଲ୍ଲିକ, ଧର୍ମଶାଳା ପ୍ରଣବ ବଳବନ୍ତରାୟ, ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗର ପ୍ରଫୁଲ୍ଲ ମଲ୍ଲିକ, ପର୍ଜଙ୍ଗ ନୃସିଂହ ସାହୁ, ପାଲଲହଡା ମୁକେଶ ପାଲ, ଛେଣ୍ଡିପଦା ସୁଶାନ୍ତ ବେହେରା, ସୋନପୁର ନିରଞ୍ଜନ ପୂଜାରୀ, ଲୋଇସିଂହା ନିହାର ବେହେରା, ପାଟଣାଗଡ ସରୋଜ ମେହେର, ବଲାଙ୍ଗୀର କଲିକେଶ ନାରାୟଣ ସିଂହଦେଓ, ଟିଟିଲାଗଡ ଟୁକୁନି ସାହୁ, ନୂଆପଡା ରାଜେନ୍ଦ୍ର ଢୋଲକିଆ, ଉମରକୋଟ ନବୀନା ନାଏକ, ଝରିଗାଁ ରମେଶ ମାଝୀ, ନବରଙ୍ଗପୁର କୌଶଲ୍ୟା ପ୍ରଧାନୀ, ଡାବୁଗାଁ ମନୋହର ରନ୍ଧାରୀ, ଲାଞ୍ଜିଗଡ ପ୍ରଦୀପ ଦିଶାରୀ, ଜୁନାଗଡରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣା ଲତିକା ନାଏକ, ଜି.ଉଦୟଗିରି ସାଲୁଗା ପ୍ରଧାନା
ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି,ଯାଜପୁର ରୁ ସୁଜାତା ସାହୁ
Related Posts
ଅଳ୍ପକେ ବଞ୍ଚିଲା ବୃଦ୍ଧା ଓ ଜୁସବାଲାର ଜୀବନ
( ମେଡ଼ିକାଲ ସମ୍ମୁଖ ମୂଖ୍ୟ ଗେଟ ପାଖରେ କାର ପଶିଲା ଜୁସ ଦୋକାନ ଭିତରେ) କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଏନ୍ ଏଚ ୨୬ ରାସ୍ତା କଡ଼ରେ ଥିବା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ମୂଖ୍ୟ ଗେଟ ସମ୍ମୁଖରେ…
ଜଙ୍ଗଲରେ ବୁଲୁଛନ୍ତି ୨୨ଟିକିଆ ହାତୀପଲ ,ସ୍ଥାନୀୟ ଲୋକେ ଆତଙ୍କ
ମୁନିଗୁଡା : (ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଅମ୍ବାଦଳା ଓ ଇଛାପୁର ପଞ୍ଚାୟତର ପୁରୁଣାପାଣି, ମାଳିଗା, ଡେଡିଙ୍ଗସୁରୁ, ବାମନଦେଓ ଓ କାର୍କାମାର୍କା ଅଞ୍ଚଳରରେ ଏକ ୨୨ଟିକିଆ ହାତିପଲ ବୁଲୁଥିବା ଦେଖିବାକୁ ମିଳିଛି । ଏହି ହାତିପଲରେ ୨ଟି…